STORYMIRROR

ମଣିଷ...

ମଣିଷ ଜୀବନରେ ସବୁଠୁ ବଡ ସତ୍ୟ ହେଲା ମୃତ୍ୟୁ। ସମସ୍ତେ ଜାଣନ୍ତି ଯେ ଦିନେ ନା ଦିନେ ସମସ୍ତେ ମରିବା, ତଥାପି ବଞ୍ଚିବା ପାଇଁ କିଏ କେତେ ସୁନେଲି ସ୍ବପ୍ନ ଦେଖିବାକୁ ପଛାଏ ନାହିଁ l ଏପରିକି ଜଣେ ବ୍ୟକ୍ତି ଆସନ୍ନ ମୃତ୍ୟୁକୁ ଜାଣି ମଧ୍ୟ ଏ ମୋ ଘର, ଏ ମୋ ସମ୍ପତ୍ତି, ଏ ମୋ ସ୍ତ୍ରୀ।, ଏ ମୋ ପୁଅ ବୋଲି କହିଥାଏ। କିନ୍ତୁ ଗୋଟିଏ ମିନିଟ ପରେ ସେ ଆଉ ନଥାଏ। ଏଣୁ ଯେତେ ଦିନ ପର୍ଯ୍ୟନ୍ତ ଅଛ ଲୋଭ କୁ ଛାଡି ହସ ଖୁସିରେ ବଞ୍ଚିବାକୁ ଚେଷ୍ଟା କର l ‌

By Biswaranjan Mohanty
 294


More oriya quote from Biswaranjan Mohanty
20 Likes   0 Comments
28 Likes   0 Comments
14 Likes   0 Comments
10 Likes   0 Comments
24 Likes   0 Comments