STORYMIRROR
ମନ...
ମନ ବଗିଚାର ଗୋଲାପ...
ମନ ବଗିଚାର...
“
ମନ ବଗିଚାର ଗୋଲାପ ମରିଛି
ଶୁଖିଲା କଣ୍ଟା ତା' ସାକ୍ଷୀ,
ତୁମ ପ୍ରତାରଣା କେତେ ଭୟଙ୍କର
ସେକଥା ଜାଣେ ମୋ ଆଖି ।
ସାରା ରାତି ମୋର କେମିତି କଟୁଛି
ଆସିଯାଅ ଥରେ ଦେଖି,
ଦେଇଯାଅ ମୋତେ ଆଉ ଟିକେ ଦୁଃଖ
ଯଦି ଅଛି କିଛି ବାକି ।
”
165
More oriya quote from ସନ୍ତୋଷ କୁମାର ନାୟକ
Download StoryMirror App