STORYMIRROR

ହାତରେ ଗୋଲାପ...

ହାତରେ ଗୋଲାପ ଧରି ତୁମ ବାଟ ଚାହିଁ ଜଗିଛି ମୁଁ କେତେ ବେଳୁ ତୁମ ଦେଖା ନାହିଁ ! ଆସିବାର ନାହିଁ ଯଦି ମନା କରିଥାନ୍ତ ଅଯଥାରେ ଗୋଲାପ ମୁଁ ତୋଳନ୍ତି ବା କାହିଁ ??

By ସନ୍ତୋଷ କୁମାର ନାୟକ
 42


More oriya quote from ସନ୍ତୋଷ କୁମାର ନାୟକ
3 Likes   0 Comments
3 Likes   0 Comments
21 Likes   0 Comments
15 Likes   0 Comments
26 Likes   0 Comments