STORYMIRROR
ହବିଷ ଖାଉଛି...
ହବିଷ ଖାଉଛି...
ହବିଷ ଖାଉଛି...
“
ହବିଷ ଖାଉଛି ମନ୍ଦିର ଯାଉଛି
ପାଳୁଛି ପଞ୍ଚୁକ ବ୍ରତ,
କପାଳେ କାଟିଛି ଚିତା ଚଇତନ
କାନ୍ଧରେ ମୋ ଉପବୀତ;
ଗାଉଛି ଭକତି ଗୀତ,
କେତେ ପାପ କେତେ ପୂଣ୍ୟ ଅରଜିଛି
ସାକ୍ଷୀ ସେଇ ଜଗନ୍ନାଥ ।
”
143
More oriya quote from ସନ୍ତୋଷ କୁମାର ନାୟକ
Download StoryMirror App