STORYMIRROR
" ମାଟି...
" ମାଟି ଦୀପ "
"...
" ମାଟି ଦୀପ...
“
" ମାଟି ଦୀପ "
" ମାଟି ଦେହେ ମୋର ମାଧବୀ ମହକ
ତୁମେ ଜୀବନର ମଧୁର ଗୀତ ।
ସୀମାହୀନ ତୁମ ପ୍ରେମର ବାରିଧି
ମୁଁ ଝରା କାକର, ଅସରା ଲୁହ ।
ଚଉଦିଗେ ଦିଖେ କେମିତି ବ୍ୟାପିଛି
ଅନନ୍ତ ଚେତନା, ଅନନ୍ତ ଜ୍ୟୋତି।
ମାଟିର ଦୀପ ମୁ ଚେନାଏ ଆଲୋକ
ଲିଭି ଲିଭି ଜଳେ ତୁମରି ଲାଗି। "
”
133
More oriya quote from Upendra prasad Mahala
Download StoryMirror App