STORYMIRROR
ମା' ଭଲ ପାଇବା...
ମା' ଭଲ ପାଇବା...
ମା' ଭଲ...
“
ମା' ଭଲ ପାଇବା ସନ୍ତାନର ପାଇଁ
ଶକ୍ତ ସୁରକ୍ଷାର କବଚ ଭଳି,
ମାତା ଗର୍ଭଧାରୀ କଷ୍ଟରେ କାନ୍ଦିଲେ
ସେ' ଅଶ୍ରୁ ଜଳାଇ ଦିଏ କିଭଳି!!
ସ୍ନେହ, ପରଶ ଯାଏ ମଉଳି..
—ପ୍ରଣତି ପଣ୍ଡା
”
192
More oriya quote from Pranati Panda
Download StoryMirror App