STORYMIRROR
ଲୋକ ଆସୁଛନ୍ତି...
ଲୋକ ଆସୁଛନ୍ତି...
ଲୋକ...
“
ଲୋକ ଆସୁଛନ୍ତି ବହୁତ ଯନ୍ତ୍ରଣା ଦେବାକୁ
ତୁ କଉଠି ଅଛୁ ଦୋସ୍ତ ପୁରୁଣା ମୋର
ତୁ ବସିଥିବା ଚଉକିର ଅଙ୍ଗାର ମୋ ମୁଠିରେ
ଯୁଗ ଏବେ ସାହାସ କଲାଣି ମୋତେ ମୂଲେଇବାକୁ
ମୁଁ ମରିଗଲେ ତୋ ମୁହଁରେ ଟିକେ ହସିଦେବୁ
ଏଇଟା ଶେଷଇଛା ମୋର ଦେଖିବାକୁ॥
@ଆଶୁତୋଷ
”
141
More oriya quote from Ashutosh Swain
Download StoryMirror App