STORYMIRROR
କୃଷ୍ଣ...
କୃଷ୍ଣ ସୁଦାମାଙ୍କ...
କୃଷ୍ଣ...
“
କୃଷ୍ଣ ସୁଦାମାଙ୍କ ଆଲିଙ୍ଗନ କଥା
ମନେ ପଡୁଅଛି ଆଜି
ଏମିତିକା ବନ୍ଧୁ ଦିଅ ପ୍ରଭୁ ମୋତେ
ଦୁଃଖ ଯିବ ମୋର ହଜି l
*ସୁକାନ୍ତି ହୋତା*
”
94
More oriya quote from Sukanti Hotta
Similar oriya quote from Inspirational
Download StoryMirror App