STORYMIRROR
କେତେକ...
କେତେକ ମୁହୂର୍ତ୍ତ...
କେତେକ...
“
କେତେକ ମୁହୂର୍ତ୍ତ ଥାଆନ୍ତି ଆତ୍ମାରେ ଲେଖା,
ସମୟର ଧୂଳି ବି ଯାହାକୁ ଛୁଇଁ ପାରେନା।
ଭୁଲିବାକୁ ଚାହିଁଲେ ବି ଫେରି ଆସନ୍ତି ସେ,
କାରଣ ସେଗୁଡ଼ିକ ହିଁ ଜୀବନର ସତ୍ୟ ରେଖା।।
Priyanka Panda
”
More oriya quote from Priyanka Panda
Download StoryMirror App