STORYMIRROR
କେତେକ କ୍ଷଣ...
କେତେକ କ୍ଷଣ...
କେତେକ କ୍ଷଣ...
“
କେତେକ କ୍ଷଣ ଥାଆନ୍ତି ଅନ୍ତଃକରଣେ ଲିପିବଦ୍ଧ,
କାଳର ରଜ ବି ଯାହାକୁ ସ୍ପର୍ଶ କରିପାରେନା।
ବିସ୍ମରଣ କରିବାକୁ ଚାହିଁଲେ ବି ପୁନଃ ଫେରନ୍ତି ସେ,
କାରଣ ସେଗୁଡ଼ିକ ହିଁ ଜୀବନର ଶାଶ୍ୱତ ରେଖା।।
Priyanka Panda
”
More oriya quote from Priyanka Panda
Download StoryMirror App