STORYMIRROR

କେତେ ଦିନ ଆଉ...

କେତେ ଦିନ ଆଉ ଅଭିନୟ କରି ମୁଖେ ଭରୁଥିବ ହସ, ଗଛ ଲଗେଇବା ବାହାନା ଦେଖେଇ ଚେର ମୂଳେ ଦିଅ ବିଷ । 💐 ପ୍ରଣତି ପଣ୍ଡା 💐

By Pranati Panda
 172


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments