STORYMIRROR

କେତେ ଅମୂଲ୍ୟ...

“ କେତେ ଅମୂଲ୍ୟ ହେଲେ ମିତ୍ରଗଣ, ଯିଏ ସଦା ହେଲେ ଆତ୍ମୀୟ ବନ୍ଧୁଗଣ, ଯଥାସମୟରେ ଜଣାଇ ପାରନ୍ତି ସଗୁଣ ଦୁର୍ଗୁଣ, କଠିନ କାଳରେ ରଖନ୍ତିନି ପଳାୟନର ଅବଗୁଣ || ”

By Raja Sekhar CH V
 43