STORYMIRROR

କାଚକେନ୍ଦୁ...

କାଚକେନ୍ଦୁ ପାଣି ଦେଖି ପଶିଗଲି ପାଣି ଗୋଳିଆ ହେଇଗଲା କଅଁଳଖରା ଦେଖି ଝରକା ଖୋଲିଦେଲି କଳାହାଣ୍ଡିଆ ମେଘ ଘୋଟିଆସିଲା ସଫେଦ ଜହ୍ନଦେଖି ଖୁସି ହେଇଗଲି ବାଦଲ ଢାଙ୍କିଦେଲା @ଆଶୁତୋଷ

By Ashutosh Swain
 7


More oriya quote from Ashutosh Swain
2 Likes   0 Comments
8 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments