STORYMIRROR

ଜ୍ୟୋତ୍ସ୍ନା...

ଜ୍ୟୋତ୍ସ୍ନା ଵିଧୌତ ରଜନୀ ମିଞ୍ଜିମିଞ୍ଜି ତାରକାର ଗୁଚ୍ଛ ସେଠାରେ ଖୋଜି ବୁଲୁଥିଲି ତୁମ ଅସ୍ପଷ୍ଟ ଛାୟାକୁ ନା ଥିଲା ତୁମ ବାସ୍ତବ ଅସ୍ତିତ୍ବ ନା ଥିଲା ତୁମ ପ୍ରୀତି ରୂପକ ସ୍ପର୍ଶ ଥିଲା କେବଳ ଅସ୍ଥିର ମନ ଓ ଅସଂଖ୍ୟ ସ୍ମୃତି କିନ୍ତୁ ସେହି ସ୍ମୃତିରେ ଥିଲା ଭଙ୍ଗାରୁଜା କିଛି ସ୍ୱପ୍ନ ଓ ହରାଇବାର ଅସୀମ ଦୁଃଖ।

By Etishree Jana
 207


More oriya quote from Etishree Jana
10 Likes   0 Comments
16 Likes   0 Comments
18 Likes   0 Comments
13 Likes   0 Comments
18 Likes   0 Comments