STORYMIRROR
ଜୀବନ୍ତ...
ଜୀବନ୍ତ ସମ୍ପର୍କ...
ଜୀବନ୍ତ...
“
ଜୀବନ୍ତ ସମ୍ପର୍କ ମାନଙ୍କର
ତିଳ ତର୍ପଣ ଦେଲା ପରେ
ପୁଣି ଅମୃତର ବିନ୍ଦୁ ସିଞ୍ଚନ କରି
ସେହି ସମ୍ପର୍କର ଅମରତ୍ଵ
କାମନା କରିବାର ପ୍ରକୃତ ମାନେ
ଲୁଚି ରହିଥାଏ ପ୍ରଚ୍ଛଦପଟରେ
କିଛି ସ୍ଵାର୍ଥନ୍ଵେଷୀ କାରଣ।।
”
310
More oriya quote from TapaswiniDash Sarangi
Download StoryMirror App