STORYMIRROR
ଜୀବନର କିଛି...
ଜୀବନର କିଛି...
ଜୀବନର କିଛି...
“
ଜୀବନର କିଛି ଘଟଣାକୁ
ଦୁଃସ୍ଵପ୍ନ ଭାବି
ଭୂଲିବାକୁ ଚେଷ୍ଟା
କଲେ ବି ନିସ୍ତବ୍ଧତାରେ
ସେମାନେ ଆସି ଆଖିର
କବାଟକୁ ଠକ୍ ଠକ୍ କରି ପୁଣି
ଶାନ୍ତିର ନିଦ୍ରାକୁ ନିଜର କରିବାକୁ ଚାହାଁନ୍ତି....
ନା ଏ ଉତ୍ତର ସେ ସ୍ଵପ୍ନ ମାନଙ୍କ ପାଖରେ ଅଛି
ନା ନିଦ ବି ଦେଇ ପାରୁଛି ସେ
ଆପଣାପଣର କାରଣ...
”
164
More oriya quote from TapaswiniDash Sarangi
Download StoryMirror App