STORYMIRROR
ଜୀବନ ଯୁଦ୍ଧରେ...
ଜୀବନ ଯୁଦ୍ଧରେ...
ଜୀବନ...
“
ଜୀବନ ଯୁଦ୍ଧରେ କେବେ କେବେ ଥରେ
ହାର ଜିତି ହୋଇଥାଏ
ମନର ଭିତରେ ବିଜୟୀ ହେଲେ ବି
ହୃଦୟରେ ସାରିଥାଏ ।।
ସ୍ଵପ୍ନରେ ତୁମକୁ ଭାବିଲେ ଥରେ ବି
ତମେ କେବେ ଆସୁନାହଁ
ବାସ୍ତବ ଜୀବନ ମରଣ ସମାନ
ତମେ କେବେ ବୁଝିନାହଁ ।।
”
131
More oriya quote from Pabitra Das
Similar oriya quote from Tragedy
Download StoryMirror App