ସାହିତ୍ଯ ସାଧନା ।କବିତା ରଚନା ଏବଂ ଅନ୍ଯାନ ସମାଲୋଚନା ଲେଖିବାରେ ରୂଚି ରହିଛି ।
Share with friends
ତୁମେ ମନ୍ଦାକିନୀ ହୈମବନ୍ତୀ ସମ ଆସିଥିଲ ମୋ ଜୀବନେ ମନ ଉପବନେ ବହି ଯାଇଥିଲା ପ୍ରେମର ରାଗିଣୀ ଦିନେ ।। #ପବିତ୍ର_ଦାସ..✍️
ସ୍ବାଧୀନତା ମଣିଷର ଜନ୍ମ ଅଧିକାର ଜୀବନର ବଡ ପଣ ମଣିଷ ଜାତିର ପ୍ରାପ୍ତି ପାଇଁ ଏହିଦିନ କେତେ ଯେ ସଂଘର୍ଷ ହୋଇଥିଲା ଏ ମାଟିରେ ବହୁ ପ୍ରାଣ ପାତ ।। #ପବିତ୍ର_ଦାସ ।
ଜୀବନ ଯୁଦ୍ଧରେ କେବେ କେବେ ଥରେ ହାର ଜିତି ହୋଇଥାଏ ମନର ଭିତରେ ବିଜୟୀ ହେଲେ ବି ହୃଦୟରେ ସାରିଥାଏ ।। ସ୍ଵପ୍ନରେ ତୁମକୁ ଭାବିଲେ ଥରେ ବି ତମେ କେବେ ଆସୁନାହଁ ବାସ୍ତବ ଜୀବନ ମରଣ ସମାନ ତମେ କେବେ ବୁଝିନାହଁ ।।
ଦେହ ବଦଳିବା ସହ ମନ ବି ବଦଳେ । ବଦଳିବା ହେଉଛି ସମୟର ନିୟମ । ଏଥିରୁ କେହି ବାଦ୍ ପଡିବେନି । ଏମିତି କି ଈଶ୍ବର ବି ନୁହେଁ ।