STORYMIRROR
ଜୀବନ ଡରାଏ...
ଜୀବନ ଡରାଏ...
ଜୀବନ ଡରାଏ...
“
ଜୀବନ ଡରାଏ ମୃତ୍ୟୁର ଛକରେ
ସପନ ଡରାଏ ଲୋଭର ମାପରେ
ବୁଡ଼ି ବୁଡ଼ି ଦିନ ମେଘକୁ ତ ଝୁରେ
ମେଘ ଡରେ ରାତି ଲୁହର ବର୍ଷାରେ
ଲହୁ ପିଇ କିଏ ଦାନବ ସାଜିଛି
ପଦେ ପଦେ କାଳ ମୃତ୍ୟୁକୁ ଡାକିଛି
କିଏ ଗଢେ କିଏ ଲୁଟେ ସେ ବଜାର
ଯେଉଁ ବଜାରରେ ନିଜକୁ ବିକିଛି।
- ଦେବାଶିଷ ଦିକ୍ଷୀତ
”
58
More oriya quote from Debasish Dikshit
Download StoryMirror App