STORYMIRROR
ଗୋଲାପର ଦେଖି...
ଗୋଲାପର ଦେଖି...
ଗୋଲାପର ଦେଖି...
“
ଗୋଲାପର ଦେଖି ଚାହିଦା ଭ୍ରମର ଲଗାନ୍ତି ମେଳି,
ସୁମଧୁର ମଧୁ ଟୋପାଏ ପ୍ରାପତ ହୋଇବ ବୋଲି ।
ଭାଗ୍ୟର ଖେଳ ଯେ ନିଆରା ତାକୁ ବା ବୁଝିବ କିଏ,
ଭ୍ରମରେ ବୁଲନ୍ତି ଭ୍ରମର ଗୋଲାପ ମାଳିର ହୁଏ ।
©ସାର୍ଥକ..
”
82
More oriya quote from Sarthak Prasad Sahoo
Similar oriya quote from Romance
Download StoryMirror App