STORYMIRROR
ଏକୁଟିଆ...
ଏକୁଟିଆ...
ଏକୁଟିଆ...
“
ଏକୁଟିଆ ଭରିହେଇଥିଲି ମୁଁ
ସିଏ ଆସି ଜାଗା ବନେଇଥିଲା ନିଜପାଇଁ
କେତେବେଳେ ନିର୍ଭର ହେଇଯାଇଥିଲି ଜାଣିନି
ଏବେ କହିବାକୁ ପଡୁଛି ମୁଁ ବଂଚିଛି
ଆଉ ମନେପକଉଛି ମୁଁ ଅଛି ବୋଲି॥
@ଆଶୁତୋଷ
”
17
More oriya quote from Ashutosh Swain
Download StoryMirror App