STORYMIRROR

ଦୋଷ ********...

“ ଦୋଷ *********** 🐍 ଦେଖିଛ କି କିଏ କେବେ କେଉଁଠାରେ ସାପର ମୁହଁରେ ହସ, କେଳାର ଖେଳାରେ ତା'ର ଛୁଆ ମେଳେ ଅବା କରୁ ରତି ରାସ, ମୁଖେ ଯେଣୁ ଅଛି ବିଷ... ହସି ପାରନ୍ତିନି ଏମିତି ବି ଅଛି କିଛି ମଣିଷଙ୍କ ଦୋଷ । ”

By Hemant Nayak
 60


More oriya quote from Hemant Nayak
0 Likes   0 Comments
1 Likes   0 Comments
17 Likes   0 Comments
11 Likes   0 Comments
25 Likes   0 Comments