STORYMIRROR
ବାର୍ତ୍ତ...
ବାର୍ତ୍ତା
********...
ବାର୍ତ୍ତା
***...
“
ବାର୍ତ୍ତା
*********
ଜଳୁଛି ଦୀପାଳି ନିରଳସେ ଖାଲି
ଜଳି ଜଳି ସରିଯିବ ,
ଗୋଟିଏ ଜନମେ ଜନମ-ଜନମ
ପାପ ସବୁ ଧୋଇ ଯିବ ।
ଭାବରେ ଲାଭର ହିସାବ ଦେବାକୁ
ଦେଉଛି ମୁଁ ଏଇ ବାରତା ,
ଦେଖା ହେଲେ କହିବି ସେ କଥା...
ଫୁଙ୍କିଲେ ବି ଲିଭୁ ନାହିଁ ଜୀବନ ସଳିତା ।
”
190
More oriya quote from Hemant Nayak
Download StoryMirror App