STORYMIRROR

ଧନ...

“ ଧନ ସମ୍ପତ୍ତି ଓ ଚେହେରାକୁ ନେଇ କେବେ ବି ଗର୍ବ କରନ୍ତୁ ନାହିଁ। ଏ ସବୁ କ୍ଷଣସ୍ଥାୟୀ। ଗର୍ବ ଓ ଅହଂକାର ମଣିଷ କୁ ନଷ୍ଟ କରିବା ସହିତ ଓଜନିଆ କରିଦେଇଥାଏ । ଯଦି ଉପରକୁ ଉଠିବାର ଅଛି ତ ନିଜ ଭିତରେ ଥିବା ଗର୍ବ ଅହଙ୍କାରକୁ କାଢି ହାଲୁକା କର କାରଣ ହାଲୁକା ଜିନିଷ ହିଁ ସବୁବେଳେ ଉପରକୁ ଉଠିଥାଏ। ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର ”

By Biswaranjan Mohanty
 185


More oriya quote from Biswaranjan Mohanty
20 Likes   0 Comments
28 Likes   0 Comments
14 Likes   0 Comments
10 Likes   0 Comments
24 Likes   0 Comments