STORYMIRROR
ଧିରେ...
ଧିରେ ଧିରେ ବର୍ଷା...
ଧିରେ ଧିରେ...
“
ଧିରେ ଧିରେ ବର୍ଷା ଆରମ୍ଭ ହେବାକୁ ଲାଗିଲା।
ସମସ୍ତେ ମୁଣ୍ଡ ଉପରେ ହାତ ଦେଇ ଆଶ୍ରୟ ଖୋଜିବାରେ ଲାଗିଲେ।
କିନ୍ତୁ ମୁଁ ଦେଖିଲି
.
.
କୃଷକ ଓ ସୈନିକ ଠିକ୍ ସେହିପରି ଠିଆ ହୋଇଛନ୍ତି।
ଜଣେ ଦେଶର ଶକ୍ତି ପାଇଁ ତ ଆଉ ଜଣେ ଦେଶର ସୁରକ୍ଷା ପାଇଁ।
”
103
More oriya quote from Jayanta Janapriya Mahakur
Similar oriya quote from Inspirational
Download StoryMirror App