STORYMIRROR
ସ୍କୁଲ...
ସ୍କୁଲ କୁ ଗଲେ I...
ସ୍କୁଲ କୁ...
“
ସ୍କୁଲ କୁ ଗଲେ I - card, ସିନେମା ହଲ୍ ଗଲେ ଟିକେଟ, ଠିକ୍ ସେପରି ବସ୍ ରେ ରୁମାଲ ବହୁତ ଜରୁରୀ।ଆପଣ ବହୁତ ଆରାମ୍ ରେ ବସିଥିବେ ବସ୍ ରେ ଠିକ୍ ସେତେବେଳେ ଜଣେ ଆସିବ ଓ କହିବ ଭାଇ ସେଟା ମୋର ସିଟ୍ ଦେଖନ୍ତୁ ସିଟ୍ ତଳେ ମୋର ରୁମାଲ୍ ଅଛି।😏😏
”
123
More oriya quote from Jayanta Janapriya Mahakur
Similar oriya quote from Comedy
Download StoryMirror App