STORYMIRROR

ଛୋଟ ଥିଲା...

“ ଛୋଟ ଥିଲା ବେଳେ ନିତି ଭାବୁଥିଲି ବଡ଼ ହେଲେ ମୁଁ ହେବି ଲେଖକ, ଗୋଲାପର କଣ୍ଟା ହାତେ ମୋ ବାଜିଲା ଲେଖାକୁ ଛାଡ଼ି ମୁଁ ହେଲି ପ୍ରେମିକ। ତୁମର ପ୍ରେମର ସାଗର ମଧ୍ୟରେ ଉବୁଟୁବୁ ହେଉ ହେଉ, ତୁମେ ଚାଲିଗଲ ସିନ୍ଦୁରକୁ ପିନ୍ଧି ସାଜି ଆଉ କାହା ବୋହୂ। ”

By SIBENDU SARASWATA PANDA
 303


More oriya quote from SIBENDU SARASWATA PANDA
33 Likes   0 Comments
20 Likes   0 Comments