@sibendu-saraswata-panda

SIBENDU SARASWATA PANDA
Literary Captain
41
Posts
2
Followers
2
Following

None

Share with friends

ବିଦେଶୀ ଭାଷା ଏଠି ନିଜର ହେଲାଣି ମାତୃଭାଷା ସାତପର, ହାଏ ହାଲୋ ଏବେ ଶାସନ କଲେଣି ଲିଭିଲାଣି ନମସ୍କାର।

ଛୋଟ ଥିଲା ବେଳେ ନିତି ଭାବୁଥିଲି ବଡ଼ ହେଲେ ମୁଁ ହେବି ଲେଖକ, ଗୋଲାପର କଣ୍ଟା ହାତେ ମୋ ବାଜିଲା ଲେଖାକୁ ଛାଡ଼ି ମୁଁ ହେଲି ପ୍ରେମିକ। ତୁମର ପ୍ରେମର ସାଗର ମଧ୍ୟରେ ଉବୁଟୁବୁ ହେଉ ହେଉ, ତୁମେ ଚାଲିଗଲ ସିନ୍ଦୁରକୁ ପିନ୍ଧି ସାଜି ଆଉ କାହା ବୋହୂ।


Feed

Library

Write

Notification
Profile