STORYMIRROR

ବିଦେଶୀ ଭାଷା...

ବିଦେଶୀ ଭାଷା ଏଠି ନିଜର ହେଲାଣି ମାତୃଭାଷା ସାତପର, ହାଏ ହାଲୋ ଏବେ ଶାସନ କଲେଣି ଲିଭିଲାଣି ନମସ୍କାର।

By SIBENDU SARASWATA PANDA
 342


More oriya quote from SIBENDU SARASWATA PANDA
33 Likes   0 Comments
20 Likes   0 Comments