STORYMIRROR
ବିତି ଯାଇଛି...
ବିତି ଯାଇଛି...
ବିତି ଯାଇଛି...
“
ବିତି ଯାଇଛି ସମୟ
ବଢିଛି କର୍ମ ଜଞାଳ
କିନ୍ତୁ ଆଜି ଆସିଛି ବର୍ଷା
କାଲି ବି ଆସିଥିଲା
ଆସନ୍ତାକାଲି ବି ଆସିବ
ଖାଲି ଫରକ ଏତିକି
ମନ ଆଉ ବୟସରେ
ଲଗାମ ଲାଗିଛି ।
”
15
More oriya quote from Nirupama Dehuri
Download StoryMirror App