STORYMIRROR

ଆସିଛି ତ ରଜ...

ଆସିଛି ତ ରଜ କେତେ ସଜବାଜ ଉଚ୍ଛନ୍ନ କୁଆଁରୀ ମନ ଅଳତା କଜ୍ଜଳ ସଖି ସହୋଦର ପୋଡ ପିଠା ଦୋଳି ଖେଳ । ପ୍ରକୃତିର ଏଇ ଅପରୂପ ଦାନ ଚାଷୀଙ୍କ ଆନନ୍ଦ ମନ କୃଷି ଭିତ୍ତିକ ଏ ଆନନ୍ଦର ପର୍ବ ବର୍ଷା ର ତ ଆଗମନ ।

By Nirupama Dehuri
 14


More oriya quote from Nirupama Dehuri
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments