STORYMIRROR

ବିଶ୍ୱାସ...

ବିଶ୍ୱାସ ଶବ୍ଦ ଟା ବି କେତେ ଅଜବ ଶବ୍ଦ ଟିଏ ନା... କାହାଉପରେ ରଖିବ ତ ତାହା ତମ ପାଇଁ ବିଶ୍ୱାସ ଯୋଗ୍ୟ... ଆଉ ନିଜ ପାଇଁ ବିଶ୍ୱାସ ରଖିବ ତ ତାହା ବିଷ ହୋଇଯାଏ.....

By Sagarika Padhy
 97