STORYMIRROR

ଭୟ ରେ ଅଛି...

ଭୟ ରେ ଅଛି ଲାଭ ଓ କ୍ଷତି।ଭୟ ରେ ଅଛି ପ୍ରେରଣା,ପ୍ରତାରଣା। ଭୟରେ ଅଛି ସୁଚରିତ୍ର ଓ ଦୁଶ୍ଚରିତ୍ର। ଭୟ କର ତାକୁ ଯେ ଦୁନିଆ ନ କହୁ ତୁ ଅଟୁ ଏକ ଭୀରୁ। ଭୟ କର ତାକୁ ଯେ ଦୁନିଆ ନ କହୁ ନଜନ୍ମୁ ତୋପରି କେହି ତୋ କୋଳୁ।

By Anandapur Tv
 96