STORYMIRROR
ଭାଗ୍ୟବତ...
ଭାଗ୍ୟବତୀ ସିଏ ଯାର...
ଭାଗ୍ୟବତୀ...
“
ଭାଗ୍ୟବତୀ ସିଏ ଯାର ହୃଦୟରେ
ଭଗବାନ ସ୍ଵୟଂ ବିରାଜ କରେ ,
ଭଗବତ୍ ଚିନ୍ତା ଓ ଚେତନା ଭିତରେ
ଭକ୍ତି ସମ୍ପର୍କକୁ ସ୍ଥାପନା କରେ ।
କେହି ନୁହେଁ ଆଉ ସିଏ ,
ମା' ନାମ ଧାରିଣୀ ଚଳନ୍ତି ପ୍ରତିମା ଟିଏ ।
—ପ୍ରଣତି ପଣ୍ଡା
”
180
More oriya quote from Pranati Panda
Download StoryMirror App