STORYMIRROR
ଅପାସୋରା...
ଅପାସୋରା ସ୍ମୃତି...
ଅପାସୋରା...
“
ଅପାସୋରା ସ୍ମୃତି ଜାଳୁଥିବ ନିତି
ହେବ ନାହିଁ ଜମା ଭୁଲି,
କିଛି କ୍ଷଣ ପାଇଁ ଜଳନ୍ତା ହୃଦୟ
ଆଶ୍ୱସ୍ତି ଲଭିବ ବୋଲି ;
କାନ୍ଦି ଦିଏ ମନ ଖୋଲି,
ମୁଁ କାନ୍ଦି ଦିଏ ମନ ଖୋଲି ।।
”
311
More oriya quote from ସନ୍ତୋଷ କୁମାର ନାୟକ
Download StoryMirror App