STORYMIRROR

ଅନ୍ୟକୁ...

“ ଅନ୍ୟକୁ ଖେସେଇବା, ବାରମ୍ବାର ଚିଡାଇବା, ତାହାର ପଛରେ ଲୁଚି ଛପି ସମାଲୋଚନା କରିବା ଗୋଟିଏ ଭଲ ମଣିଷର ଗୁଣ ନୁହେଁ।ଆମେ ନିଜକୁ ଏପରି ବ୍ୟକ୍ତି ବିଶେଷ(ନିମ୍ନ ଚିନ୍ତାଧାରୀ)ଠାରୁ ଦୂରେଇ ରଖିବା ଉଚିତ।ଆମେ ଅନ୍ୟର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ପାରିବା ନାହିଁ। ”

By ପ୍ରଦୀପ କୁମାର ଦାଶ
 138