STORYMIRROR
ଆଜିର ମଣିଷ...
ଆଜିର ମଣିଷ...
ଆଜିର ମଣିଷ...
“
ଆଜିର ମଣିଷ ପରିବର୍ତ୍ତନ ତ
ବୁଝେ ନାହିଁ ମନ କଥା ,
କହିକି କି ଲାଭ ଏ ମଣିଷ ଆଗେ
ହୃଦୟର କିଛି ବ୍ୟଥା ।
ସ୍ୱାର୍ଥପର ଯାର ରକ୍ତରେ ବହୁଛି
ତା' ନିତି ବଦଳିବନି ,
ସ୍ୱାର୍ଥୀ ମଣିଷଟି ଆଗରେ ଦୁଃଖତ
କେବେହେଲେ କହିବନି ।
💐 ପ୍ରଣତି ପଣ୍ଡା 💐
”
43
More oriya quote from Pranati Panda
Download StoryMirror App