STORYMIRROR
ଆଇନା...
ଆଇନା କାଚ ଆଖିରେ...
ଆଇନା କାଚ...
“
ଆଇନା କାଚ ଆଖିରେ ଫୁଟିଯାଏ
ବିଛଣାରେ ମୁହଁ ଥରିଯାଏ
ଗୋଟେ ସ୍ମୃତି ମନକୁ ବିଚଳିତ କରିଦିଏ
ମୁଁ ଶ୍ୱାସ ନେଇପାରେନି
କାହା ହାତରେ ବୋଧେଥିଲା ସବୁକିଛି
ସତେଜ ହେବା ମଉଳିବା
କାନ୍ଦିଲେ ଦିନ ବିଗିଡିଯାଏ
ଆଉ ହସିବା ଭୁଲି ଯାଇଥିଲି॥
@ଆଶୁତୋଷ
”
20
More oriya quote from Ashutosh Swain
Download StoryMirror App