STORYMIRROR

ଆଇନା କାଚ...

ଆଇନା କାଚ ଆଖିରେ ଫୁଟିଯାଏ ବିଛଣାରେ ମୁହଁ ଥରିଯାଏ ଗୋଟେ ସ୍ମୃତି ମନକୁ ବିଚଳିତ କରିଦିଏ ମୁଁ ଶ୍ୱାସ ନେଇପାରେନି କାହା ହାତରେ ବୋଧେଥିଲା ସବୁକିଛି ସତେଜ ହେବା ମଉଳିବା କାନ୍ଦିଲେ ଦିନ ବିଗିଡିଯାଏ ଆଉ ହସିବା ଭୁଲି ଯାଇଥିଲି॥ @ଆଶୁତୋଷ

By Ashutosh Swain
 38


More oriya quote from Ashutosh Swain
2 Likes   0 Comments
8 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments