କେଣେ ଗଲି ଯମୁନାକୁ । ଚାହିଁଲି ନୀପ ମୂଳକୁ । ଲଭିଲି ଜଡ଼ ରୂପକୁ । ପାସୋରି ଦେଲି ଦେହକୁ । ୪ । କେଣେ ଗଲି ଯମୁନାକୁ । ଚାହିଁଲି ନୀପ ମୂଳକୁ । ଲଭିଲି ଜଡ଼ ରୂପକୁ । ପାସୋରି ଦେଲି ଦେହକୁ । ...