ବାଉଁଶ ନହ ନହକା ଗାଆଁକୁ ଆସିଛି ବିଦେଶୀ ଟୋକା ବିଦେଶୀ ଟୋକା ଲୋ, ବାଉଁଶ ନହ ନହକା ଗାଆଁକୁ ଆସିଛି ବିଦେଶୀ ଟୋକା ବିଦେଶୀ ଟୋକା ଲୋ,
ଉଡ଼ିଗଲା ସରୁ ବାଲି ଲୋ ବଉଳ ଉଡ଼ିଗଲା ସରୁ ବାଲି, ଝିଅ ଯାଇଅଛି ଟିକ ଟକ୍ କରି ଉଡ଼ିଗଲା ସରୁ ବାଲି ଲୋ ବଉଳ ଉଡ଼ିଗଲା ସରୁ ବାଲି, ଝିଅ ଯାଇଅଛି ଟିକ ଟକ୍ କରି