ଧ୍ରୂବ ପ୍ରହଲ୍ଲାଦ ମାନ ରକ୍ଷା କରି ଯାଜ୍ଞସେନୀ ଦୁଃଖହାରୀ ତୋ ରଙ୍ଗାଚରଣେ ନିବେଦନ ମୋର ... ଧ୍ରୂବ ପ୍ରହଲ୍ଲାଦ ମାନ ରକ୍ଷା କରି ଯାଜ୍ଞସେନୀ ଦୁଃଖହାରୀ ତୋ ରଙ୍ଗାଚରଣେ ...
ଦିନପରେ ଦିନ ଗଡିଚାଲେ ପ୍ରଭୁ ମାସ ବର୍ଷ ଯାଏ ଗଡି ମନର ଆଶା ମୋ ମନରେ ରହିଲା ଦିନପରେ ଦିନ ଗଡିଚାଲେ ପ୍ରଭୁ ମାସ ବର୍ଷ ଯାଏ ଗଡି ମନର ଆଶା ମୋ ମନରେ ରହିଲା