ମୋ ଅବୁଝା ରାତିରେ ତୁମେ ଆସୁଥିଲ ସ୍ବପ୍ନ ହୋଇ ମୋ ଅଳସୀ ଆଖିକୁ ନିଦ ଆଣୁଥିଲ ଗୀତ ଗାଇ ମୋ ଅବୁଝା ରାତିରେ ତୁମେ ଆସୁଥିଲ ସ୍ବପ୍ନ ହୋଇ ମୋ ଅଳସୀ ଆଖିକୁ ନିଦ ଆଣୁଥିଲ ଗୀତ ଗାଇ
ଗୋରା ଅଙ୍ଗେ ଲେପି ହେଉଥିବ ସଜ ନିତି ପ୍ରୀତି ସକାଳରେ । ଗୋରା ଅଙ୍ଗେ ଲେପି ହେଉଥିବ ସଜ ନିତି ପ୍ରୀତି ସକାଳରେ ।