ଜମି ବିକି ଫେକଟିରି କଲୁ ଗଛ୍,ପତର୍ ଗଲା କଟି, ଏଛେନ୍ କହୁଛୁ ବର୍ଷା ନାଇଁ ହେବାର୍ ମେଘ୍ ଗଲା କାଏଁ ଫାଟି । ... ଜମି ବିକି ଫେକଟିରି କଲୁ ଗଛ୍,ପତର୍ ଗଲା କଟି, ଏଛେନ୍ କହୁଛୁ ବର୍ଷା ନାଇଁ ହେବାର୍ ମେ...
ଗଛ୍ ନାଇ କାଟୁଁ ଜାନ୍ ଲା ଆମେ ଚାଲ ଶପଥ୍ ନେମା ଆମର ମଙ୍ଗଳ୍ ଲାଗି ସଭେ ଗଛ୍ ଗୁଟେ ଲଗାମା । ଗଛ୍ ନାଇ କାଟୁଁ ଜାନ୍ ଲା ଆମେ ଚାଲ ଶପଥ୍ ନେମା ଆମର ମଙ୍ଗଳ୍ ଲାଗି ସଭେ ଗଛ୍ ଗୁଟେ ଲଗାମା ।