ସତ୍ୟର ସନ୍ଧାନ ଲାଗି ବୁଦ୍ଧ ଅବତାର ଜ୍ଞାନର ଆଲୋକ ଘେନି ଶାନ୍ତିର ପ୍ରଚାର। ସତ୍ୟର ସନ୍ଧାନ ଲାଗି ବୁଦ୍ଧ ଅବତାର ଜ୍ଞାନର ଆଲୋକ ଘେନି ଶାନ୍ତିର ପ୍ରଚାର।
ଧୀବର ନାବ ଚଳାଏ ପଥିକ ପାରି କରାଏ, ଜଳେ ନାବ ଚାଲି ଚାଲି ନଈଧାରେ ଧାଉଁଥାଏ ଧୀବର ନାବ ଚଳାଏ ପଥିକ ପାରି କରାଏ, ଜଳେ ନାବ ଚାଲି ଚାଲି ନଈଧାରେ ଧାଉଁଥାଏ