ପ୍ରଥମ ଥର ମୁଁ ଦେଖିଲି ତାକୁ ଭୟଂକର ତାର ରୂପ ଭେକକୁ ଭାବିଲି କିଏ ସେ ରୋକିବ ୟାକୁ ପ୍ରଥମ ଥର ମୁଁ ଦେଖିଲି ତାକୁ ଭୟଂକର ତାର ରୂପ ଭେକକୁ ଭାବିଲି କିଏ ସେ ରୋକିବ ୟାକୁ
ଜଳି ଯିବ କେତେ ନଈ ! ସ୍ପନ୍ଦନ ବଢ଼ୁଚି ବେଳୁ ବେଳ ଅଧା ଲେଖା କବିତା କି ହଜି ଯିବ ଅରଣ୍ୟ ରେ ଜଳି ଯିବ କେତେ ନଈ ! ସ୍ପନ୍ଦନ ବଢ଼ୁଚି ବେଳୁ ବେଳ ଅଧା ଲେଖା କବିତା କି ହଜି ଯିବ ...