ମୁଁ ତୋର ସଙ୍ଗେ ଅଛି ଡରନାରେ । ୧ । ଛଣା ବିଧୂବଦନା ଜଣା ନ ଗଲା ସିନା ଜଣାଇ ଦେବି ରାମା ଘେନନାରେ । ୨ । ମୁଁ ତୋର ସଙ୍ଗେ ଅଛି ଡରନାରେ । ୧ । ଛଣା ବିଧୂବଦନା ଜଣା ନ ଗଲା ସିନା ଜଣାଇ ଦେବି ରାମା ଘେନନ...
କହଇ ଜୟଦେବ ନିନ୍ଦା ସଫଳ ହେବ ଆଉ ମୋ ନାମେ ବଂଶୀ ବଜାନାରେ । କହଇ ଜୟଦେବ ନିନ୍ଦା ସଫଳ ହେବ ଆଉ ମୋ ନାମେ ବଂଶୀ ବଜାନାରେ ।