ସତର ମସିହା ସରିବା ଆଗରୁ ଛାଡିଗଲା ନୂଆ ଛାପ ଗରବେ ଓଡିଆ ଛିଡା ହୁଏ ଆଜି ବିଶ୍ୱ ଦରବାରେ ଧାପ । ସତର ମସିହା ସରିବା ଆଗରୁ ଛାଡିଗଲା ନୂଆ ଛାପ ଗରବେ ଓଡିଆ ଛିଡା ହୁଏ ଆଜି ବିଶ୍ୱ ଦରବାରେ ଧାପ ।
ଜନ୍ମତିଥି ପଂଚାୟତିରାଜ ଦିବସେ ଗଣା । ଭାରତ ରତ୍ନଟି ତୁମ ପାଇଁ ଲାଗେ ଅଳୀକ ତୁମେ ପରା ବିଶ୍ୱରତ୍ନ ଆହେ ମହାନାୟକ । ଜନ୍ମତିଥି ପଂଚାୟତିରାଜ ଦିବସେ ଗଣା । ଭାରତ ରତ୍ନଟି ତୁମ ପାଇଁ ଲାଗେ ଅଳୀକ ତୁମେ ପରା ବିଶ୍ୱର...