ସେଇ ଚନ୍ଦ୍ରମାର ଆଗେ ଦେଖାଯାଏ ଜଣେ ବିଶାଳ ଲାଗେ ଯେପରି ଜୀବନ ଫେରିପାଏ କଙ୍କାଳ ସେଇ ଚନ୍ଦ୍ରମାର ଆଗେ ଦେଖାଯାଏ ଜଣେ ବିଶାଳ ଲାଗେ ଯେପରି ଜୀବନ ଫେରିପାଏ କଙ୍କାଳ
କେଦାରୁ ଫେରଇ କୃଷକ ହଳ ଲଙ୍ଗଳ ଧରି ଗାଆଁ ମୁଣ୍ଡ ବର ଗଛରୁ ଉଡିଲେଣି ବାଦୁଡି ।। କେଦାରୁ ଫେରଇ କୃଷକ ହଳ ଲଙ୍ଗଳ ଧରି ଗାଆଁ ମୁଣ୍ଡ ବର ଗଛରୁ ଉଡିଲେଣି ବାଦୁଡି ।।