ଆଜି ଏ ଧରାରେ ପୋକମାଛି ପରି ମଣିଷ ଯାଉଛି ମରି ଏ ପାପ ନର୍କରୁ ଉଦ୍ଧାର କର ହେ ଆଜି ଏ ଧରାରେ ପୋକମାଛି ପରି ମଣିଷ ଯାଉଛି ମରି ଏ ପାପ ନର୍କରୁ ଉଦ୍ଧାର କର ହେ
ଆହେ ଜଗବନ୍ଧୁ ଜଗତର ଆଖି ସବୁ ତ ତୁମେ ଦେଖୁଛ ତଥାପି କାହିଁକି ନ ଜାଣିଲାଭଳି କବାଟ କିଳୀ ଯେ ରହିଛ ଆହେ ଜଗବନ୍ଧୁ ଜଗତର ଆଖି ସବୁ ତ ତୁମେ ଦେଖୁଛ ତଥାପି କାହିଁକି ନ ଜାଣିଲାଭଳି କବାଟ କି...